Surprise Me!

ଏଠି ସବୁଦିନ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ: ପ୍ରତିଦିନ ହୁଏ ପତାକା ଉତ୍ତୋଳନ

2025-08-26 70 Dailymotion

ଠିକ ଆଠଟା ବାଜିଲେ ଏଠି ସମସ୍ତେ ତତ୍ପର ହୋଇଉଠନ୍ତି ।  ଯିଏ ଯେଉଁଠି ଥାନ୍ତି ସମସ୍ତେ ଏକାଠି ହୋଇଥାନ୍ତି । ଜାତୀୟ ପତାକା ଉତ୍ତୋଳନ କରାଯାଏ । ଆରମ୍ଭ ହୁଏ ଜାତୀୟସଙ୍ଗୀତ ଗାନ ।